Download Now Banner

This browser does not support the video element.

ଛତ୍ରପୁର: ବିପୁଳୀଙ୍ଗି ଗ୍ରାମ ଠାରେ ବିଭିନ୍ନ ସମସ୍ୟା ସମ୍ପର୍କରେ ଲୋକଙ୍କ ସହ ଆଲୋଚନା କଲେ ଛତ୍ରପୁର ବିଧାୟକ

Chhatrapur, Ganjam | Sep 11, 2025
ଗଞ୍ଜାମ ଜିଲ୍ଲା ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିପୁଳୀଙ୍ଗି ଗ୍ରାମପଞ୍ଚାୟତର ବିପୁଳୀଙ୍ଗି ଗ୍ରାମ ଗସ୍ତ କରିଛନ୍ତି ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ।ଗୁରୁବାର ଅପରାହ୍ନରେ ବିଧାୟକ ଉକ୍ତ ଗ୍ରାମରେ ପହଞ୍ଚି ଲୋକଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ।ଲୋକଙ୍କ ବିଭିନ୍ନ ସମସ୍ୟା ପଚାରି ବୁଝିବା ସହ ଜମି ହିନଙ୍କ ପାଇଁ ଘର ପଟା ର ବ୍ୟବସ୍ଥା ନିମନ୍ତେ ସ୍ଥାନୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି।
Read More News
T & CPrivacy PolicyContact Us