This browser does not support the video element.
ସୋନପୁର: ବଡକିରାସିରା ରେ ସେତୁ ନିର୍ମାଣ ନିମନ୍ତେ କ୍ଷେତ୍ର ପରିଦର୍ଶନ କଲେ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ
Sonapur, Subarnapur (Sonepur) | Sep 6, 2025
ମିଳିଥିବା ସୂଚନା ଅନୁସାରେ ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅନ୍ତର୍ଗତ ଖଣ୍ଡହତା ଗ୍ରାମ ପଞ୍ଚାୟତର ବଡ କିରାସିରା ଠାରେ ସୁରୁବାଲି ନଦୀ ଉପରେ ସେତୁ ନିର୍ମାଣ ନିମନ୍ତେ ଗ୍ରାମବାସୀଙ୍କ ପକ୍ଷରୁ ସ୍ଥାନୀୟ ବିଧାୟକ ଇଂ ଶ୍ରୀଯୁକ୍ତ ରଘୁନାଥ ଜଗଦଲା ଙ୍କୁ ସୁରୁବାଲି ନଦୀ ଉପରେ ଏକ ସେତୁ ନିର୍ମାଣ ନିମନ୍ତେ ଅନୁରୋଧ କରାଯାଇଥିଲା ଏବଂ ବିଧାୟକ ଶ୍ରୀଯୁକ୍ତ ଜଗଦଲା ଗ୍ରାମବାସୀଙ୍କୁ ନିର୍ଭର ପ୍ରତିଶୃତି ଦେଇଥିବାବେଳେ, ବିଧାୟକ ତାଙ୍କ ପ୍ରତିଶୃତି ରଖି ଛନ୍ତି