This browser does not support the video element.
ବରଗଡ: ଗାନ୍ଧିଛକ ଠାରେ ବରଗଡ଼ ପୋଲିସ ର PCR ଭେନ ଓ ପିକଅପ ମଧ୍ୟରେ ହେଲା ଦୁର୍ଘଟଣା
Bargarh, Bargarh (Baragarh) | Sep 12, 2025
ବରଗଡ଼ରେ PCR ଭେନ ଓ ପିକଅପ ମଧ୍ୟରେ ଦୁର୍ଘଟଣା | ଶୁକ୍ରବାର ରାତ୍ରି 8 ଘଣ୍ଟା ସମୟରେ ବରଗଡ଼ ସହରର ଗାନ୍ଧିଛକରେ ପୋଲିସ PCR ଭେନ ଓ ପିକଅପ ମଧ୍ୟରେ ଦୁର୍ଘଟଣା ଘଟିଛି | ସୂଚନା ଅନୁସାରେ ଜଣେ ମଦ ପି ପିକଅପ ସାମ୍ନା କୁ ଆସିଥିବା ବେଳେ ପିକଅପ ଟି ବ୍ରେକ ମାରିଥିଲା | ପଛ ପଟୁ PCR ପିକଅପକୁ ଧକ୍କା ମାରିଥିଲା ତେବେ ଘଟଣା ସ୍ଥଳରେ PCR ର ଆଗ ପଟ ଭାଙ୍ଗିଯାଇଥିବା ବେଳେ ଘଟଣା ସ୍ଥଳରେ ପୋଲିସ ତଦନ୍ତ କରିଥିଲା | ମଦ ପି ଥିବା ବ୍ୟକ୍ତି ପାଈଁ ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି |