Download Now Banner

This browser does not support the video element.

ଓରିଏଣ୍ଟ: ବ୍ରଜରାଜନଗର ବିଜେପି ମଣ୍ଡଳ ପକ୍ଷରୁ ସେବା ପକ୍ଷ ପାଳନକୁ ନେଇ ବ୍ରଜରାଜନଗର ଓପିଏମ ଶିବ ମନ୍ଦିର ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Orient, Jharsuguda | Sep 8, 2025
ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ପୌର ପରିଷଦ କଲ୍ୟାଣ ମଣ୍ଡପ ଠାରେ ଆଜି ସନ୍ଧ୍ୟା ଛଅଟା ସମୟରେ ଜୟ ସ୍ୱବେଦ କଥା ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ଏହି ଜୟ ସ୍ୱବେଦ କଥା କାର୍ଯ୍ୟକ୍ରମରେ ସନ୍ଥପ୍ରବର ବିଜ୍ଞାନ ଦେବ ଜି ମହାରାଜ ପ୍ରବଚନ ଦେଇଥିବା ବେଳେ ବ୍ରଜରାଜନଗର ଅଞ୍ଚଳରେ ଅନେକ ଜନସାଧାରଣ ଯୋଗଦାନ କରିଥିଲେ। ତେବେ କାଶ୍ମୀର ଠାରୁ କନ୍ୟାକୁମାରି ସ୍ଵବେଦ ସନ୍ଦେଶ ଯାତ୍ରା ଅନ୍ତର୍ଗତ ବିହଙ୍ଗମ ଯୋଗ ସନ୍ଥ ସମାଜ ଝାରସୁଗୁଡା ଆନୁକୂଲ୍ୟରେ ବ୍ରଜରାଜନଗର ପୌର କଲ୍ୟାଣ ମଣ୍ଡପ ଠାରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।
Read More News
T & CPrivacy PolicyContact Us