This browser does not support the video element.
ସୋନପୁର: କମସରା ରେ ଭାଇ ଜୁନ୍ତିଆଁ ବ୍ରତ ପାଳନ, ଯୋଗଦେଲେ ଶହ ଶହ ମହିଳା
Sonapur, Subarnapur (Sonepur) | Sep 30, 2025
ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତ୍ରି ପ୍ରାୟ ୨ ଘଣ୍ଟା ପର୍ଯ୍ୟନ୍ତ ଐତିହାସିକ କମଶରା ଗ୍ରାମରେ 21ତମ ଦୁର୍ଗା ପୂଜା ଅବସରରର, ପୂଜା ମଣ୍ଡପରେ ଗାଁ ର 5 ଗୋଟି ୱାର୍ଡର 700 ରୁ ଉର୍ଦ୍ଧ ମହିଳା ଭାଇ ମାନଙ୍କ ଦୀର୍ଘାୟୁ ଏବଂ ମଙ୍ଗଳ କାମନା କରି ମଣ୍ଡପରେ ଏକତ୍ରିତ ହୋଇଥିଲେ l ଯହିଁରେ ନଥିଲା ଜାତି ବର୍ଣ୍ଣ ର କୌଣସି ବାଛ ବିଚାର, ଏହି ପରମ୍ପରା ଆଜିକୁ 21ବର୍ଷ ଧରି ଗ୍ରାମରେ ଚାଲି ଆସିଥିବା ବେଳେ, ମହିଳା ମାନେ ନିଜ ନିଜ ଭାଇ ମାନଙ୍କ ପାଇଁ ନିର୍ଜଳା ଉପବାସ ରଖି ଏହି ବ୍ରତ ପାଳନ କରିଛନ୍ତି l ପୂଜା ପରେ ଭୋର 5 ଟ