Download Now Banner

This browser does not support the video element.

ଛତ୍ରପୁର: ଛତ୍ରପୁର ସର୍କିଟ ହାଉସ ଠାରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଦେଲେ ଜିଲ୍ଲାପାଳଙ୍କ ସହ ବହୁ ବିଧାୟକ

Chhatrapur, Ganjam | Aug 27, 2025
ଆଜି ଦିନିକିଆ ଗଞ୍ଜାମ ଗସ୍ତ ରେ ଆସିଛନ୍ତି ରାଜ୍ୟ ସରକାରଙ୍କ ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ।ବୁଧବାର ପୂର୍ବାହ୍ନ ୧୦ ଘଣ୍ଟା ସମୟରେ ମନ୍ତ୍ରୀ ଛତ୍ରପୁର ସ୍ଥିତ ସର୍କିଟ୍ ହାଉସ ଠାରେ ପହଞ୍ଚିବା ପରେ ତାଙ୍କୁ ଭବ୍ଯ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଗଞ୍ଜାମ ଜିଲ୍ଲାପାଳ ଭି କିର୍ତ୍ତିଭାସନ କଂ ସମେତ ବହୁ ବିଧାୟକ, ବହୁ ଅଧିକାରୀ ମାନେ ଉପସ୍ଥିତ ରହି ସମ୍ବର୍ଦ୍ଧନା ଜଣାଇଛନ୍ତି ।
Read More News
T & CPrivacy PolicyContact Us