Install App
santosh0986416
This browser does not support the video element.
ନର୍ଲା: ତୁଳା ଗାଁ ଠାରେ ଉଭୟ ପକ୍ଷ ଙ୍କ ମଧ୍ୟରେ ଟଙ୍କା ମାଗିବା କଥା କୁ ନେଇ ମାଡ଼ପିଟ ହୋଇଥିବା ଘଟଣା ଥାନାରେ ଅଭିଯୋଗ
Narala, Kalahandi | Aug 26, 2025
ଆଜି ମଙ୍ଗଳବାର ଦିନ ଅପରାହ୍ନ ଚାରିଟା ସମୟରେ ନର୍ଲା ଥାନା ଅନ୍ତର୍ଗତ ତୁଳା ଗାଁ ଠାରେ ଉଭୟ ପକ୍ଷ ଙ୍କ ମଧ୍ୟରେ ଟଙ୍କା ମାଗିବା କଥା କୁ ନେଇ ମାଡ଼ ପିତ୍ ହୋଇଥିବା କଥା କୁ ନେଇ ଥାନାରେ ଅଭିଯୋଗ କରିଛନ୍ତି ପ୍ରଥମ ପକ୍ଷ ଉଭୟ ପକ୍ଷ ଙ୍କ ଙ୍କୁ ପୋଲିସ ପଚରା ଉଚରା କରୁଥିବା ସୂଚନା ମିଳିଛି
Share
Read More News
T & C
Privacy Policy
Contact Us
Your browser does not support JavaScript!