Download Now Banner

This browser does not support the video element.

ଫୁଲବାଣୀ ସହର: କୁର୍ମିଙ୍ଗିଆ ରେ ପଶିଲା ଦନ୍ତା ହାତୀ, ଖାଇଲା ମକା ଗଛ,କୁର୍ମିଙ୍ଗିଆ ବଡ଼ ସାହି ରେ ଲୋକେ ଭୟରେ ଛାତ ଉପରକୁ ଗଲେ

Phulabani Town, Kandhamal | Aug 23, 2025
ସମସ୍ତ କୁର୍ମିଙ୍ଗିଆ,ସୁଜେଲି,ରେଟୁଡି ଜନସାଧାରଣଙ୍କୁ ଅନୁରୋଧ ଦନ୍ତା ହାତୀ ବର୍ତ୍ତମାନ କୁର୍ମିଙ୍ଗିଆ ବଡ଼ ସାହି ରେ ଅଛି। ସମସ୍ତେ ସତର୍କ ରୁହନ୍ତୁ ସୁରକ୍ଷିତ ରୁହନ୍ତ,, ପରାମର୍ଶ ଦେଲା ବନ ବିଭାଗ, ହାତୀ ପଶି ମକା ଫସଲ ନଷ୍ଟ କରିବା ର ଦେଖିବାକୁ ମିଳିଅଛି.
Read More News
T & CPrivacy PolicyContact Us