Download Now Banner

This browser does not support the video element.

ବରଗଡ: କ୍ରେଡିଟ କାର୍ଡ ବାହାନାରେ ଠକେଇ ଅଭିଯୋଗରେ ମେଲଛାମୁଣ୍ଡା ଥାନାରେ ଏତଲା ହୋଇଥିବା ନେଇ ପୋଲିସ ପକ୍ଷରୁ ଜରୁରୀ ସୂଚନା ପ୍ରଦାନ କରାଗଲା

Bargarh, Bargarh (Baragarh) | Aug 23, 2025
କ୍ରେଡିଟ କାର୍ଡ ବାହାନାରେ ଠକେଇ,ବ୍ୟକ୍ତିଙ୍କ ଏକାଉଣ୍ଟରୁ ଲକ୍ଷାଧିକ ଟଙ୍କାର ସାଇବର ଠକେଇ ନେଇ ମେଲଛାମୁଣ୍ଡା ଥାନାରେ ହେଲା ଏତଲା | ଶନିବାର ସନ୍ଧ୍ୟା 5 ଘଣ୍ଟା ସମୟରେ ସୂଚନା ଦେଲେ ମେଲଛାମୁଣ୍ଡା ପୋଲିସ | ଶନିମାଲ ଗ୍ରାମର ବ୍ୟକ୍ତିଙ୍କୁ ଗତ 15 ତାରିଖ ଏକ ଅଜଣା ନମ୍ବରରେ କଲ ଆସିଥିଲା ଏବଂ କ୍ରେଡିଟ କାର୍ଡ ତିଆରି ପାଇଁ ଜଣାଯାଇଥିଲା | ବ୍ୟକ୍ତି ଜଣଙ୍କ ଏକାଉଣ୍ଟ ଡିଟେଲ୍ସ ମାଗିଥିଲା ଚୋର | 2 ଲକ୍ଷ 92 ହଜାର 888 ହଜାର ଟଙ୍କା ଏକାଉଣ୍ଟରୁ କଟିଥିବା ମେସେଜ ପାଇବା ପରେ ସେହି ନମ୍ବରରେ ବ୍ୟକ୍ତି ଜଣକ ଯୋଗାଯୋଗ କରିଥିଲେ କିନ୍ତୁ ଚୋରଟି ଆଉ କଲ ଉଠାଇ ନ ଥିଲା ।
Read More News
T & CPrivacy PolicyContact Us