This browser does not support the video element.
ଲକ୍ଷ୍ମୀପୁର: ନାରାୟଣପାଟଣା ବ୍ଲକ କାର୍ଯ୍ୟାଳୟ ଠାରେ ବ୍ଲକ ସ୍ତରୀୟ ଜନ ଶୁଣାଣି ଶିବିର ଆର୍ଥିକ ବର୍ଷ ୨୦୨୫/୨୬ ଅନୁଷ୍ଠିତ
Lakshmipur, Koraput | Sep 12, 2025
ଆଜି ନାରାୟଣପାଟଣା ବ୍ଲକର ବ୍ଲକ କାର୍ଯ୍ୟାଳୟ ଠାରେ ବ୍ଲକ ସ୍ତରୀୟ ଜନ ଶୁଣାଣି ଶିବିର ଆର୍ଥିକ ବର୍ଷ 2025/26 ଆୟୋଜନ କରାଯାଇଥିଲା । ଏନେଇ ବ୍ଲକ ଚେୟାରମ୍ୟାନ ଗୋଲାଡି ତ୍ରିନାଥ ଅପରାହ୍ନ ୪.୩୦ଟା ସମୟରେ ସୂଚନା ଦେଇଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ଗୋଲାଦି ତ୍ରିନାଥ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିକ୍ରମ କୁମାର ଦୋରା ପ୍ରମୁଖ ଉପସ୍ଥିତ ଥିଲେ। ଆର୍ଥକ ବର୍ଷ ୨୫/୨୬ ରେ ସରକାରଙ୍କ ତରଫରୁ ମଞ୍ଜୁର ହୋଇଥିବା ପ୍ରକଳ୍ପ ବିଷୟରେ ଆଲୋଚନା କରାଗଲା ।