Download Now Banner

This browser does not support the video element.

ବୌଦ୍ଧ ସଦର: କମିରା ଗ୍ରାମ ରାସ୍ତାରୁ ୮ଲିଟର ବେଆନ ଦେଶି ମଦ ଜବତ ସହିତ ମାମଲା ରୁଜୁ

Baudh Sadar, Boudh (Bauda) | Oct 3, 2025
ଆଜି ସନ୍ଧ୍ୟା ୭.୩୦ସମୟରେ, ଜିଲ୍ଲା ଅବକାରୀ ଅଧିକାରୀଙ୍କ କରାଯ୍ୟାଳୟ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ l ବୌଦ୍ଧ ଥାନା ଅନ୍ତର୍ଗତ କମିରା ଗ୍ରାମ ରାସ୍ତାରେ, ଆଜି ସକାଳ ପକଗପାଖି ୧୧.୩୦ସମୟରେ ବେଆନ ମଦ କାରବାର ନେଇ ବୌଦ୍ଧ ଅବକାରୀ ପୋଲିସ ଚଢ଼ାଉ କେଇଥିଲା l ଏହି ଚଢ଼ାଉ ସମୟରେ ଘଟଣା ସ୍ତଳରୁ ୮ଲିଟର ବେଆନ ମହୁଲି ମାସକୁ ଜବତ କରି ସମ୍ପୃକ୍ତ ଆଶାମୀ ନାମରେ ୧୧୪/୨୫-୨୬ରେ ମାମଲା ରୁଜୁ କରି, BNSS ୨୫(୩)ରେ ଛାଡି ଦୀଆଯାଇଛି l
Read More News
T & CPrivacy PolicyContact Us