This browser does not support the video element.
ଧର୍ମଗଡ: ଧର୍ମଗଡ ରେ ସ୍ୱାୟତ୍ତ ଶାସନ ଦିବସ ଉଦଯାପିତ
Dharamgarh, Kalahandi | Aug 31, 2025
ଧର୍ମଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ପରିସରରେ ଏନଏସି ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସର ଉଦଯାପନୀ ଉତ୍ସବ ରବିବାର ରାତ୍ର ୯:୩୦ ରେ ଅନୁଷ୍ଠିତ ହୋଇ ଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ଯୋଗଦେଇ ଉଦଘାଟନ କରିଥିଲେ। ଏଥିରେ ସମ୍ମାନିତ ଅତିଥି ଭାବରେ ନଗରପାଳ ଅଶୋକ ମହାନ୍ତି, ଉପାଧ୍ୟକ୍ଷା ମନୀଷା ମିଶ୍ର, ପ୍ରମୁଖ ମଞ୍ଚାସିନ ହୋଇଥିଲେ।