Download Now Banner

This browser does not support the video element.

ଲକ୍ଷ୍ମୀପୁର: ଦଶମନ୍ତପୁରରେ ଚୋରି ଅଭିଯୋଗରେ ଜଣେ ଗିରଫ,ଚୋରି ମାମଲା ରୁଜୁ କରି କୋର୍ଟ ଚାଲାଣ

Lakshmipur, Koraput | Aug 23, 2025
ସ୍ଥାନୀୟ ଦଶମନ୍ତପୁର ଥାନା ଅଞ୍ଚଳରେ ରହୁଥିବା ଜଣେ ଯୁବକ କୁ ଚୋରି କରିଥିବା ଅଭିଯୋଗ ରେ, ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ସୁକୁମା ହାଁସଦା ସଂଧ୍ଯା ୭ଟା ସମୟରେ ସୂଚନା ଦେଇଛନ୍ତି। ଗିରଫ ଯୁବକ ଜଣକ ହେଲେ, ଡାଭିଡ ଖରା(୨୨ ) ସୂଚନା ରୁ ଜଣାପଡିଛି ଯେ ଗତ ୨୦୨୪ ରେ ଦୁଆର ଶୁଣି ପଞ୍ଚାୟତ ଅଧିନସ୍ଥ ହଳଦୀ ସିଲ୍ ଗାଁ ରେ ଜଣ ଙ୍କ ଘର ଚୋରି କରିଥିଲେ। ଏହି ଚୋରି ବେଳେ ଅଭିଯୁକ୍ତ ଜଣକ ସାମିଲ ହୋଇ ଥିଲେ। ତାଙ୍କ ନାଁ ରେ ପୋଲିସ ମାମଲା ରୁଜୁ କରି ଖୋଜୁ ଥିବା ବେଳେ, ଅଭିଯୁକ୍ତ ଜଣକ ଫେରାର ହୋଇ ବୁଲୁଥିଲା।
Read More News
T & CPrivacy PolicyContact Us