Download Now Banner

This browser does not support the video element.

ବୀରମିତ୍ରପୁର: ନୂଆଗାଁ ବ୍ଲକର ଗାଇଁଜୋର ଗ୍ରାମରେ ବିରାଟ ଗଛ ଉପୁଡି ପଡିଲା ଘର ଉପରେ, ବର୍ତ୍ତିଲେ ଘରଲୋକ ।

Biramitrapur, Sundargarh | Aug 25, 2025
ନୂଆଗାଁ ବ୍ଲକର ଗାଇଁଜୋର ଗ୍ରାମରେ ସୁଦର୍ଶନ ସିଂହଙ୍କ ଘର ପାଖରେ ଥିବା ବିରାଟ ଗଛ ଲଗାଣ ବର୍ଷା ଯୋଗାଁ ଉପୁଡି ଘର ଉପରେ ପଡିଥିଲା। ଏହି ଖବର ସୁଦର୍ଶନ ସିଂହ ଅଗ୍ନିଶମ ବିଭାଗକୁ ଦେବାପରେ ଏଏସଓ ନରେନ୍ଦ୍ର ପିଙ୍ଗଙ୍କ ତତ୍ତ୍ୱାବଧାନରେ ଶରତ ଚନ୍ଦ୍ର ମାଲ୍ଲିକ,ମନୋଜ ତିର୍କୀ,ରବି କିସାନ, ଖାରବେଳ କୁମୁରା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିଥିଲେ। ବିଭିନ୍ନ କୌଶଳ ଅବଲମ୍ବନା କରି ଅପରାହ୍ନ ୩ଟା ସମୟରେ ବିରାଟ ଗଛ କଟା କାର୍ଯ୍ୟ ଶେଷ ହୋଇଥିଲା।
Read More News
T & CPrivacy PolicyContact Us