Download Now Banner

This browser does not support the video element.

ବୌଦ୍ଧ ସଦର: ମହୁଲପାଳି ଗ୍ରାମବାସୀ ରାସ୍ତାର ସୋଚନୀଅ ଅବସ୍ଥାନେଇ ରାସ୍ତାରେ ଧାନ ତଳି ଲଗାଇ ନିଆରା ଢଙ୍ଗରେ ପ୍ରତିବାଦ କରିଛନ୍ତି

Baudh Sadar, Boudh (Bauda) | Oct 5, 2025
ଆଜି ସକାଳ ୯.୩୦ ସମୟରେ ହରାଭଙ୍ଗା ବ୍ଲକ ଅନ୍ତର୍ଗତ ସରସରା ଗ୍ରାମର ମହୁଲ ପାଲି ଗ୍ରାମ ବାଶି l ଗ୍ରାମର ରାସ୍ତାର ସୋଚନିଅ ଅବସ୍ତା ନେଇ ଗ୍ରାମର ରାସ୍ତାରେ ଧାନ ତଳି ଲଗାଇ ନିଆରା ଢଙ୍ଗରେ ପ୍ରତିବାଦ ଜଣାଇ, ଜିଲ୍ଲାପାଳ, ସ୍ତାନୀୟ ବିଧାୟକ ଓ ସରସରା ସରପଞ୍ଚଙ୍କୁ ନିଜର ପ୍ରତିବାଦ ଜଣାଇଛନ୍ତି l ଗ୍ରାମ ବାସୀଙ୍କ କହିବା ଅନୁସାରେ ବୌଦ୍ଧ ଜିଲ୍ଲା ସଦର ମହାକୁମା ଠାରୁ ମାତ୍ର ୫କିଲୋମିଟର ଭିତରେ ହେବ ଏହି ସରସରା ଗ୍ରାମ ପଞ୍ଚାୟର ମହୁଲପାଲି ଗ୍ରାମ l ସାଧରଣ ବର୍ଷାରେ ଗ୍ରାମ ରାସ୍ତାରେ ଆଣ୍ଠୁଏ ପାଣି ବର୍ଷା ପରେ କାଦୁଅ ପଚପଚ l
Read More News
T & CPrivacy PolicyContact Us