Download Now Banner

This browser does not support the video element.

ଫୁଲବାଣୀ ସହର: କୁଡୁତୁଲି ଠାରେ କାମକଲେ ୱାର୍ଡ ମେମ୍ବର ବିଲ କରି ଖାଇଗଲେ ସରପଞ୍ଚ Iପାରିଶ୍ରମିକ ନପାଇଲେ ଆତ୍ମହତ୍ୟା କରିବେ ବୋଲି ୱାର୍ଡ ମେମ୍ବରଙ୍କ ଚେତାବନି

Phulabani Town, Kandhamal | Aug 21, 2025
କୁଡୁତୁଲି ଠାରେ କାମକଲେ ୱାର୍ଡ ମେମ୍ବର ବିଲ କରି ଖାଇଗଲେ ସରପଞ୍ଚ I ପାରିଶ୍ରମିକ ନପାଇଲେ ଆତ୍ମହତ୍ୟା କରିବେ ବୋଲି ୱାର୍ଡ ମେମ୍ବରଙ୍କ ଚେତାବନୀ I ଧାର କରଜ କରି ସବୁତକ ଟଙ୍କା କାର୍ଯ୍ୟରେ ଲଗେଇବା ସହିତ ନିଜେ ବର୍ଷସାରା ପରିଶ୍ରମ କରି ଗାଁ ପୋଖରୀର ପୁନଃରୁଦ୍ଧାର କାମ କରିଥିଲେ ୱାର୍ଡ ମେମ୍ବର ।ଏ ବାବଦକୁ ଖର୍ଚ୍ଚ କରିଥିଲେ ଲକ୍ଷାଧିକ ଟଙ୍କା । ହେଲେ କାମ ସରିଲା ପରେ ଚଞ୍ଚକତା କରି ପୋଖରୀ କାମର ସବୁତକ ବିଲ କରି ଖାଇଗଲେ ସରପଞ୍ଚ I ସେପଟେ ପରିଶ୍ରମ କରି ପାରିଶ୍ରମିକ ନପାଇ ଏବେ ଜମିବାଡ଼ି ସବୁ ବନ୍ଧାକରି ସର୍ବ ସ୍ଵାନ୍ତ ହୋଇ ଯାଇଥିବା ୱାର୍ଡ ମେମ୍ବର
Read More News
T & CPrivacy PolicyContact Us