Install App
khabar24pintu
This browser does not support the video element.
କଟକ ପୌରାଞ୍ଚଳ: ଜାତୀୟ ରାଜପଥ ଡ୍ରିମସ ଛକରେ କଣ୍ଟେନର ସ୍କୁଟର ମଧ୍ୟରେ ରବିବାର ଦୁର୍ଘଟଣା ଘଟି ପତି ପତ୍ନୀ ଦୁହେଁ ଆହତ ହୋଇଛନ୍ତି।
Cuttack M Corp PS, Cuttack | Aug 24, 2025
୧୬ ନମ୍ୱର୍ ଜାତୀୟ ରାଜପଥ ଡ୍ରିମସ ଛକରେ କଣ୍ଟେନର ସ୍କୁଟର ମଧ୍ୟରେ ରବିବାର ସନ୍ଧ୍ୟା ୫ଟାରେ ଦୁର୍ଘଟଣା ଘଟି ପତି ପତ୍ନୀ ଦୁହେଁ ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ଲାଗି କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସାଙ୍ଗରେ ଥିବା ଛୋଟ ପିଲା ୨ ଜଣ ବର୍ତ୍ତି ଯାଇଥିଲେ।
Share
Read More News
T & C
Privacy Policy
Contact Us
Your browser does not support JavaScript!