Download Now Banner

This browser does not support the video element.

ଜୟପୁର: ଲୁଟ ମାମଲା ରେ ଗୋପବନ୍ଧୁ ନଗରରୁ ଅଭିଯୁକ୍ତ କୁ ଗିରଫ କଲା ଜୟପୁର ଟାଉନ ପୋଲିସ

Jeypore, Koraput | Sep 11, 2025
ଲୁଟ ମାମଲାରେ ଅନ୍ୟ ଏକ ଅଭିଯୁକ୍ତ କୁ ଗିରଫ କରିଛି ଜୟପୁର ଟାଉନ ପୋଲିସ । ଗିରଫ ଅଭିଯୁକ୍ତ ଜଣକ ହେଲା ଗୋପବନ୍ଧୁ ନଗରର କୃଷ୍ଣ ଟାକରି (୨୦) । ହାଡିଆର କମଳୋ ଲୋଚନ ଭତ୍ରା ଜୟପୁର ଟାଉନ ଥାନା ରେ ଅଭିଯୋଗ କରିଥିଲେ । ଭତ୍ରା ୬ ଜଣ ଙ୍କ ସହ ଏକ ବୋଲେରୋ ରେ ଜୟପୁର ଆସି ଧାନ ବିକ୍ରୟ ଟଙ୍କା ୩ ଲକ୍ଷ ୯୦ ହଜାର ଉଠାଇ ବେଲ ରୋଡ ପଟେ ଯାଇଥିଲେ । ଶୁଭମ କଲ୍ୟାଣ ମଣ୍ଡପ ନିକଟରେ ୩ ଜଣ ଡୁବୁତ୍ତ ବାଇକରେ ଆସି ୧ ଲକ୍ଷ ଟଙ୍କା ଲୁଟ କରିନେଇ ଥିଲେ । ଏହି ମାମଲାରେ ଅନ୍ୟ ଏକ ଅଭିଯୁକ୍ତ କୁ ଗିରଫ କରି ସଂନ୍ଧ୍ୟା 5ଟାରେ କୋର୍ଟ ଚାଲାଣ କରିଥିବା ବିଷୟ ଟାଉନ ପୋଲିସ ତରଫରୁ ସୁଚନା ଦିଆଯାଇଛି ।
Read More News
T & CPrivacy PolicyContact Us