Download Now Banner

This browser does not support the video element.

ବରଗଡ: ଦୁଇଜଣ ମଦ ବେପାରୀଙ୍କୁ କୋର୍ଟ ଚାଲାନ କଲା ଟାଉନ ପୋଲିସ, ଟାଉନ ଥାନା ଅଞ୍ଚଳରେ କରୁଥିଲେ ବେଆଇନ ମଦ ବିକ୍ରୀ

Bargarh, Bargarh (Baragarh) | Aug 28, 2025
ବରଗଡ଼ ଟାଉନ ଥାନା ଅଞ୍ଚଳରେ ବିପୁଳ ପରିମାଣରେ ବିଦେଶୀ ମଦ ଜବତ କଲା ଟାଉନ ପୋଲିସ | 2 ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଥିବା ଗୁରୁବାର ଅପରାହ୍ନ 3 ଘଣ୍ଟା ସମୟରେ ଟାଉନ ପୋଲିସ ସୂଚନା ଦେଇଛି | ବରଗଡ଼ ଟାଉନ ଥାନା ଅଞ୍ଚଳରେ ପୋଲିସ ଚଢ଼ାଉ କରି 20 ବୋତଲ ବିଦେଶୀ ମଦ ଓ 20 ବୋତଲ କେନ ଜବତ କରିଛି | ଗୋଟେ ମୋଟର ସାଇକେଲ ଓ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ | ଏନେଇ ଅବକାରୀ ଏକ୍ଟରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଆରମ୍ଭ କରୁଥିବା ପୋଲିସ ସୂଚନା ଦେଇଛି |
Read More News
T & CPrivacy PolicyContact Us