Download Now Banner

This browser does not support the video element.

ପାରଳାଖେମୁଣ୍ଡି: ଅଡବା ଗ୍ରାମପଞ୍ଚାୟତର ଝିଲିକି ଗ୍ରାମ ନିକଟସ୍ଥ ମେଗା ଜଳ ଯୋଗାଣ ପ୍ରକଳ୍ପକୁ ପରିଦର୍ଶନ କଲେ ଜିଲ୍ଲାପାଳ

Paralakhemundi, Gajapati | Aug 25, 2025
ଗଜପତି ଜିଲ୍ଲାପାଳଙ୍କ ମେଗା ପାନୀୟ ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟ ପରିଦର୍ଶନ। ଗଜପତି ଜିଲ୍ଲାର ମୋହନା ବ୍ଲକ୍ ଅନ୍ତର୍ଗତ ଅଡବା ଗ୍ରାମପଞ୍ଚାୟତର ଝିଲିକି ଗ୍ରାମ ନିକଟସ୍ଥ ମେଗା ଜଳ ଯୋଗାଣ ପରିଦର୍ଶନ କରିବା ସହିତ ନିର୍ମାଣ ଧିନ ବିଭିନ୍ନ ପ୍ଲାଣ୍ଟ ଗୁଡ଼ିକର ସ୍ଥିତି ଅନୁଧ୍ୟାନ କରିଛନ୍ତି ଜିଲ୍ଲାପାଳ ଦୀନା ଦସ୍ତଗୀର ।ସୋମବାର ଅପରାହ୍ନରେ ଉକ୍ତ ପ୍ରକଳ୍ପକୁ ପରିଦର୍ଶନ କରିବା ସହ ପ୍ରକଳ୍ପ କାର୍ଯ୍ୟ କିପରି ଶୀଘ୍ର ଶେଷ ହେବ ସେ ନେଇ ଗୁରୁତ୍ବାରୋପ କରିଛନ୍ତି।
Read More News
T & CPrivacy PolicyContact Us