Download Now Banner

This browser does not support the video element.

ତାଳଚେର ସଦର: ଶେଷହେଲା ତାଳଚେର ଟ୍ରକ ମାଲିକ ସଙ୍ଘ ନିର୍ବାଚନ,ଆସନ୍ତାକାଲି ଭୋଟ ଗଣତି ।

Talcher Sadar, Angul | Sep 27, 2025
ବହୁ ପ୍ରତୀକ୍ଷିତ ତାଳଚେର ଟ୍ରକ ମାଲିକ ସଙ୍ଘ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଶନିବାର ସକାଳ ୮ ରୁ ସନ୍ଧ୍ୟା ୫ ଘଟିକା ପର୍ଯ୍ୟନ୍ତ ଟ୍ରକ ମାଲିକ ମାନେ ଶାନ୍ତି ଶୃଙ୍ଖଳାର ସହିତ ଧାଡିରେ ଆସି ଭୋଟ ଦେଇଥିଲେ । ସଭାପତି, ସାଧାରଣ ସମ୍ପାଦକ, କାର୍ଯ୍ୟକାରୀ ସଭାପତି,ଉପ ସଭାପତି ତିନି ଜଣ,କୋଷାଧ୍ୟକ୍ଷ ଓ ଅଡିଟର ପ୍ରଭୁତି ପଦ ପାଇଁ ଟ୍ରକ ମାଲିକ ମାନେ ନିଜନିଜର ମନ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ ଦେଇଥିଲେ । ଆସନ୍ତାକାଲି ସକାଳ ୧୦ଟା ସମୟରେ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ ବୋଲି ଜଣା ପଡିଛି ।
Read More News
T & CPrivacy PolicyContact Us