This browser does not support the video element.
ସିମୁଳିଆ: ଗୌଡ଼ଦିଆ ଗ୍ରାମ ଛେଳି ଚୋରି କରିଥିବା ଦୁଇ ଚୋର କୁ କାବୁ କରି ପୋଲିସ ଜିମା ଦେଲେ ଅଞ୍ଚଳବାସୀ,
Similia, Balasore | Sep 13, 2025
ସିମୁଳିଆ ଥାନା ଅନ୍ତର୍ଗତ ଗୌଡ଼ଦିଆ ଗ୍ରାମ ର ରୁବି ବେହେରା ଙ୍କର 12ଟି ଛେଳି ଚୋରି ହୋଇଥିବା ନେଇ ରୁବି କିଛି ଦିନ ତଳେ ସିମୁଳିଆ ଥାନା ରେ ଅଭିଯୋଗ କରିଥିଲେ l ଅଭିଯୋଗ ପରେ ପୋଲିସ ତଦନ୍ତ କରୁଥିବା ବେଳେ ଆଜି ପୁଣି ଏକ ଛେଳି ଚୋରି କରୁଥିବା ବେଳେ ସ୍ଥାନୀୟ ଧରି ନିର୍ଧୁମ ମାଡ଼ ମାରି ରାଜପଥ ରେ ପେଟ୍ରୋଲିଙ୍ଗ କରୁଥିବା ପୋଲିସ କୁ ଜିମା ଦେଇଥିଲେ l ପୋଲିସ ଦୁଇ ଜଣ ଙ୍କୁ ଧରି ସିମୁଳିଆ ଥାନା ରେ ଜିମା ଦେଇଥିବା ବେଳେ ପୋଲିସ ଦୁଇ ଜଣ ଙ୍କୁ ଗିରଫ କରି ଅଧିକ ତଦନ୍ତ କରୁଛି l ଏହି ଦୁଇ ଜଣ ଯୁବକ ଙ୍କ ଘର ଭଦ୍ରକ ଅଂଚଳ ରେ ବୋଲି ଜଣା ପଡିଛି l