Download Now Banner

This browser does not support the video element.

ନୂଆପଡା: ଖରୀଆର ରୋଡ ଶ୍ମଶାନ ଘାଟରେ ରାଜୁ ଢୋଲକିଆ ଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ରାଷ୍ଟ୍ରୀୟ ସମ୍ମାନ ପ୍ରଦାନ ଜିଲ୍ଲାପାଳ ଆରକ୍ଷୀ ଅଧିକ୍ଷକ ଉପସ୍ଥିତ

Nuapada, Nuapada | Sep 9, 2025
ଆଜି ଅପରାହ୍ନ ସାଢେ଼ ପାଞ୍ଚଟା ସମୟରେ ନୂଆପଡ଼ା ଜିଲ୍ଲା ଖରୀଆର ରୋଡ ସହର ଯୋଙ୍କ ନଦୀ କୂଳ ରେ ଶ୍ମଶାନ ଘାଟରେ ରାଜୁ ଢୋଲକିଆ ଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନ୍ତ ବିଦାୟ ରାଷ୍ଟ୍ରୀୟ ସମ୍ମାନ ପ୍ରଦାନ କରାଯାଇଥିଲା।ଏହି ଅବସରରେ ଜିଲ୍ଲାପାଳ ମଧୁସୂଦନ ଦାସ ଓ ଆରକ୍ଷୀ ଅଧିକ୍ଷକ ଅମ୍ରିତ ପାଲ ସିଂ ଉପସ୍ଥିତ ଥିଲେ।
Read More News
T & CPrivacy PolicyContact Us