Download Now Banner

This browser does not support the video element.

ଫୁଲବାଣୀ ସହର: ଫୁଲବାଣୀଠାରେ ଫାଷ୍ଟ୍ ଟ୍ରାକ୍ ପୋସ୍କୋ କୋର୍ଟ ର ରେ ରାୟ ପ୍ରକାଶ ଦୁସ୍କର୍ମ ମାମଲାରେ 20ବର୍ଷ ଶଶ୍ରମ କାରାଦଣ୍ଡ ସହ 25ହଜାର ଜରିମାନା

Phulabani Town, Kandhamal | Aug 25, 2025
ଫୁଲବାଣୀ ଫାଷ୍ଟ୍ ଟ୍ରାକ୍ ପୋସ୍କୋ କୋର୍ଟ ର ବିଚାରପତି କୈଳାସ ଚନ୍ଦ୍ର ସ୍ବାଇଁ ଏକ ୧୬ ବର୍ଷିଆ ନାବାଳିକା ଦୁଷ୍କର୍ମ ମାମଲାର ବିଚାର ୧୫ ଜଣ ସାକ୍ଷୀ ଡ଼ାକ୍ତରୀ ରିପୋର୍ଟ ଆଧାରରେ ବିଚାର କରି ସଞ୍ଜିବ ଦିଗାଲ୍ ୨୦ ବର୍ଷ‌ ପିତା -ଡୁଜୁଙ୍ଗା ଦିଗାଲ୍ ଗ୍ରାମ -ବାଡାଜରି ଥାନା -ଫିରିଙ୍ଗିଆ ଜିଲ୍ଲା -କନ୍ଧମାଳ ଙ୍କୁ ଦୋଷୀ ସାବ୍ୟସ୍ତ କରି ୨୦ବର୍ଷ‌ ସଶ୍ରମ କାରାଦଣ୍ଡ ସହ ଟ୨୫.୦୦୦ଙ୍କା ଜୋରିମାନା ଆଦେଶ ଦେଇଛନ୍ତି । ଜୋରିମାନା ଅନାଦେୟ ଆଉ ଅଧିକ ୨ଵର୍ଷ ଛଅ ମାସ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ତାଙ୍କ ରାୟ ରେ ଉଲ୍ଲେଖ କରିଛନ୍ତି। ସରକାରଙ୍କ ତରଫରୁ ଫାଷ୍ଟ୍ ଟ୍ରାକ୍ ପୋସ୍କୋ କୋର୍ଟ ର ସ୍ଵତନ
Read More News
T & CPrivacy PolicyContact Us