Download Now Banner

This browser does not support the video element.

କୁଚିଣ୍ଡା: ସେବାପକ୍ଷ ପାଳନ କୁ ନେଇ ବିଜେପି ପକ୍ଷରୁ ଗୁଣ୍ଡୁରୁଚୁଆଁ ପଞ୍ଚାୟତ ପରିସରରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Kochinda, Sambalpur | Sep 9, 2025
ସେବାପକ୍ଷ ପାଳନ କୁ ନେଇ ବିଜେପି ପକ୍ଷରୁ ଗୁଣ୍ଡୁରୁଚୁଆଁ ପଞ୍ଚାୟତ ପରିସରରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଗାମୀ ସେପ୍ଟେମ୍ବର ୧୭ ତାରିଖରୁ ଆରମ୍ଭ ହୋଇ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ସେବାପକ୍ଷ ପାଳିତ ହେବା କୁ ଥିବା ବେଳେ ଏହି ପରିପ୍ରେକ୍ଷୀରେ ବୃକ୍ଷ ରୋପଣ, ସ୍ବାସ୍ଥ୍ୟ ଶିବିର, ରକ୍ତଦାନ ଶିବିର ତଥା ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟ ଜୟନ୍ତୀ ଆଦି ପାଳିତ ହେବ। ମଙ୍ଗଳବାର ଦିନ ୨ ଟାରୁ ସନ୍ଧ୍ୟା ୫ ଟା ମଧ୍ୟ ରେ ଆୟୋଜିତ ହୋଇଥିଲା।
Read More News
T & CPrivacy PolicyContact Us