This browser does not support the video element.
ବାରିପଦା ମ୍ୟୁନିସିପାଲଟି: ବିଜେପି ବାରିପଦା ନଗରମଣ୍ଡଳର ପୂର୍ବତନ ସଭାପତିଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପର୍ଣ୍ଣ
Baripada M, Mayurbhanj | Sep 11, 2025
ବିଜେପି ବାରିପଦା ନଗରମଣ୍ଡଳର ପୂର୍ବତନ ସଭାପତି ବିଜୟ ଦାସଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପୂର୍ଣ୍ଣ ହୋଇଥିବା ବେଳେ ତାଙ୍କୁ ବାରିପଦା ସ୍ଥିତ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ଠାରେ ଭର୍ତ୍ତି କରାଯାଇଥିଲା। ତେବେ ଏହି ଖବର ପାଇବା ପରେ ଗୁରୁବାର ଅପରାହ୍ନ ପ୍ରାୟ ୫ଟା ସମୟରେ ବାରିପଦା ବିଧାୟକ ପ୍ରକାଶ ସୋରେନଙ୍କ ସହ ଅନ୍ୟାନ୍ୟ ବିଜେପିର ବରିଷ୍ଠ ନେତା ଓ କର୍ମୀ ମାନେ ସେଠାକୁ ଯାଇ ତାଙ୍କର ସ୍ୱାସ୍ଥ୍ୟବସ୍ଥା ବିଷୟରେ ପଚାରିବୁଝିବା ସହିତ ଆସ୍ୟୁ ଆରୋଗ୍ୟ କାମନା କରିଛନ୍ତି।