Download Now Banner

This browser does not support the video element.

ଖଲ୍ଲିକୋଟ୍: ଗାଁକୁ ଫେରିଛି ସୁନା ଝିଅ; ଓପିଏସସିରେ କୃତକାର୍ଯ୍ୟ ହେବା ପରେ କେଶପୁର ଠାରେ ଦୀପସିତା ଙ୍କୁ ଜୋରଦାର ସ୍ବାଗତ

Khalikote, Ganjam | Sep 28, 2025
ଖଲ୍ଲିକୋଟ ବ୍ଲକ କେଶପୁର ର ମତ୍ସ୍ୟଜିବୀ ପରିବାର ଝିଅ ଦୀପସିତା ବେହେରା ଓପିଏସସିରେ କୃତକାର୍ଯ୍ୟ ହୋଇଛନ୍ତି । ତେବେ ଆଜି ଦିନ ଗୋଟାଏ ସମୟରେ ଦୀପସିତା ନିଜ ଗାଁ କେଶପୁର ରେ ପହଞ୍ଚିବା ପରେ ଗ୍ରାମବାସୀ ତାଙ୍କୁ ଫୁଲ ତୋଡା ଦେଇ ଡିଜେ ବଜାଇ ବାଣ ଫୁଟାଇ ଗାଁ ରେ ବୁଲାଇବା ସହ ପଞ୍ଚାୟତ କାର୍ଯ୍ୟଳୟରେ ଫୁଲ ତୋଡା ଓ ଉତରିୟ ଦେଇ ସ୍ବାଗତ କରିଥିଲେ ।
Read More News
T & CPrivacy PolicyContact Us