This browser does not support the video element.
ଜୟପୁର: ବର୍ଷା ଜଳରେ ବେହାଲ ଜୟପୁର ବିଜୁରାଜ ନାଗରେ ବୁଲି ଦେଖିଲେ ପୌର ଅଧ୍ୟକ୍ଷ, ସେ କଣ କହୁଛନ୍ତି ଶୁଣନ୍ତୁ
Jeypore, Koraput | Aug 27, 2025
ଜୟପୁର ସହର ଅଡିଟ କଲୋନୀ,କିଆବନ୍ଧ ସାହି, ବିଜୁରାଜ ନଗର ଓ ହାଟପଦା ଅଞ୍ଚଳ ଓ ସନ୍ତୋଷୀମା ନଗରରେ ଘର ଭିତରେ ପାଣି ପଶିଯାଇଥିବା ଯୋଗୁଁ ଲୋକେ ନାହି ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଆଜି ଅପରାହ୍ନ 1 ଘଣ୍ଟା ସମୟରେ ପୌରାଧ୍ୟକ୍ଷ ନରେନ୍ଦ୍ର ମହାନ୍ତି ବିଜୁରାଜନଗର ଅଞ୍ଚଳ ବୁଲି ଦେଖି ଥିଲେ। ଉପଜିଲ୍ଲାପାଳ ଏ.ସସ୍ୟାରେଡ୍ଡୀ ସମସ୍ତ ଜଳମଗ୍ନ ଅଞ୍ଚଳ ବୁଲି ଦେଖି ସେଠାକାର ସମସ୍ୟା ପଚାରିବୁଝିବା ସହ ଡ୍ରେନ ନଥିବା ଅଞ୍ଚଳରେ ପୌର କର୍ମଚାରୀଙ୍କୁ କାର୍ଯ୍ୟରେ ନିୟୋଜିତ କରି ଜଳ ନିସ୍କାସନ କରିଥିଲେ।