Download Now Banner

This browser does not support the video element.

ପଟ୍ଟାଙ୍ଗୀ: ଲୁଜିଙ୍ଗ ଅଙ୍ଗନବାଡ଼ି କେନ୍ଦ୍ରର କୁନି କୁନି ଧାବକଙ୍କୁ ବିଡ଼ିଓ ଦେଲେ ଝୁଲଣା ଉପହାର

Pottangi, Koraput | Sep 4, 2025
ନନ୍ଦପୁର ବ୍ଲକ ଅନ୍ତର୍ଗତ ହିକିମ ପୁଟ ଗ୍ରାମ ପଞ୍ଚାୟତ ଅଧୀନସ୍ଥ ଲୁଜୀଙ୍ଗ ଅଙ୍ଗନ ୱାଡ଼ି କେନ୍ଦ୍ର ର କୁନି କୁନି ଧାବକ ମାନଙ୍କୁ ନିଜସ୍ଵ ଖର୍ଚ୍ଚ ରୁ ଝୁଲଣା ଉପହାର ପ୍ରଦାନ କରିଛନ୍ତି ନନ୍ଦପୁର ବିଡ଼ିଓ ଦୁର୍ଗା ପ୍ରସାଦ ଦୋରା l କେନ୍ଦ୍ର କୁନି କୁନି ପିଲାଙ୍କ ଆଗ୍ରହ ଉତ୍ସାହ କୁ ଦେଖି ବିଡ଼ିଓ ଶ୍ରୀ ଦୋରା ନିଜେ ପିଲା ଙ୍କ ପାଇଁ ଏକ ଝୁଲଣା ପ୍ରଦାନ କରୁଛନ୍ତି ଏହି ଉପହାର ନେଇ ସିଡି ପି ଓ ମିନତି ବାଲା ପଟ୍ଟନାୟକ ବିଡ଼ିଓ ଶ୍ରୀ ଦୋରା ଙ୍କୁ ଧନ୍ୟବାଦ ଜଣାଇଛନ୍ତି l
Read More News
T & CPrivacy PolicyContact Us