Download Now Banner

This browser does not support the video element.

ପାଲଲହଡା: ସାନସଡ଼ା ଗ୍ରାମରେ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ଯୋଗଦେଲେ ବିଧାୟକ

Palalahada, Angul | Sep 7, 2025
ପାଳଲହଡ଼ା ବ୍ଲକ ସାନସଡା ଗ୍ରାମ ଗୋପବନ୍ଧୁ କ୍ଲବ ଆନୁକୁଲ୍ୟରେ ୧୩ ତମ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ରବିବାର ଅପରାହ୍ନ ୫ ଘଟିକା ସମୟରେ ଉଦଯାପିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ପାଲଲହଡା ବିଧାୟକ ଅଶୋକ ମହାନ୍ତି ଯୋଗଦେଇ ଫାଇନାଲ ମ୍ୟାଚର ବିଜେତା କଲା ଟିମ୍ ଏବଂ ଉପ ବିଜେତା ଟିମ ଜୟମଲ ଟିମକୁ ଟ୍ରଫି ପ୍ରଦାନ କରିବା ସହ ଆୟୋଜକ ସାନସଡା ଗ୍ରାମର ଖେଳପଡ଼ିଆର ଉନ୍ନତି କରଣ ନିମନ୍ତେ ସମସ୍ତ ପ୍ରକାର ଅନୁଦାନ ଦେବା ପାଇଁ ଦୃଢ ପ୍ରତି ଶ୍ରୁତି ଦେଲି ।
Read More News
T & CPrivacy PolicyContact Us