Download Now Banner

This browser does not support the video element.

ବୀରମହାରାଜପୁର: ଉଲୁଣ୍ଡା ବ୍ଲକ ଛକ ଠାରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ସହ ରାହୁଲ ଗାନ୍ଧୀଙ୍କ କୁଶ ପୁତ୍ତଳିକା ଦାହ

Biramaharajpur, Subarnapur (Sonepur) | Sep 1, 2025
ଉଲୁଣ୍ଡା ବ୍ଲକ ଛକ ଠାରେ ଆଜି ମଧ୍ୟାହ୍ନ ପ୍ରାୟ 12ଟା ସମୟରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ସହ ରାହୁଲ ଗାନ୍ଧୀଙ୍କୁ କୁଶ ପୁତ୍ତଳିକା ଦାହ କରାଯାଇଛି l ସୂଚନା ଅନୁସାରେ ମାନ୍ୟବର ପ୍ରଧାନ ମନ୍ତ୍ରୀ ଏବଂ ତାଙ୍କ ମାତାଙ୍କ ବିରୋଧରେ କଂଗ୍ରେସ ନେତା ମାନେ ଅପମାନ ଜଣକ ମନ୍ତବ୍ୟ ଦେଇଥିଲେ l ଯାହାକି ଉଲୁଣ୍ଡା ବ୍ଲକ ବିଜେପି ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି l ଏଣୁ ଆଜି ମଣ୍ଡଳ ସଭାପତିଙ୍କ ମୁକ୍ରୁ ବାଗଙ୍କ ନେତୃତ୍ୱରେ ବିଜେପିର କର୍ମକର୍ତ୍ତା ମାନେ ପିଦାବ୍ଲୁ ଡି ଆଇବି ଠାରୁ ଏକ ଶୋଭାଯାତ୍ରାରେ ଯାଇ ବ୍ଲକ ଛକ ଠାରେ ପହଞ୍ଚିଥିଲେ l ସେଠାରେ ରାହୁଲଗାନ୍ଧୀଙ୍କ ବିରୋଧରେ ନାରାବାଜି
Read More News
T & CPrivacy PolicyContact Us