This browser does not support the video element.
କାକଟପୁର: ତାଳଦା ମହିଳା ମୃତ୍ୟୁ ଘଟଣା ରେ ସ୍ୱାମୀ ଅଜୟ ଙ୍କୁ ବିଚାରବିଭାଗୀୟ ହାଜତ କୁ ପଠା ଗଲା ଶୁକ୍ରବାର ଦିନ
Kakatpur, Puri | Aug 22, 2025
ପତ୍ନୀହନ୍ତା ହାତରେ ପଡିଲା ହାତକଡ଼ି :-ସାଇଣ୍ଟିଫିକ ଟିମ୍ ର ୩ ଘଣ୍ଟା ରୁ ଉର୍ଦ୍ଧ ସମୟ ଦ୍ୱିତୀୟ ଦିନରେ ତଦନ୍ତ :-କେବେ ଖୋଲିବ ମହିଳା ଙ୍କ ମୃତ୍ୟୁ ର ରହସ୍ୟ, :-ହତ୍ୟା ନା ଆତ୍ମହତ୍ୟା ତାହା ସନ୍ଦେହ ଘେର ରେ। କାକଟପୁର /ଅସ୍ତରଙ୍ଗ :-୨୨/୦୮:-ପତ୍ନୀ କୁ ଆକ୍ରମଣ ତାହା ପୁଣି ନିଶା ଶକ୍ତ ଅବସ୍ଥାରେ ବିଭିନ୍ନ ସମୟରେ ଅକଥନିୟ ଅତ୍ୟାଚାର ପରେ ନିଖୋଜ ର ଚାରି ଦିନ ପରେ ମହିଳା ଙ୍କ ଗଳିତ ମୃତ ଦେହ ଦେବୀ ନଦୀ କୂଳରୁ ମିଳିବା ପରେ ବଢ଼ିଛି ସସ୍ପେନ୍ସ। ମହିଳା ଙ୍କୁ ହତ୍ୟା କରାଯାଇଛି ନା ଆତ୍ମହତ୍ୟା।ଦ୍ୱିତୀୟ ଦିନରେ ପୁରୀ ସାଇଣ୍ଟିଫିକ ଟିମ୍ ସହ ପୋଲିସ ର ଶାଶୁ ଘର ଲୋକଙ୍କୁ ଘଣ୍ଟା ଘଣ୍ଟା