Download Now Banner

This browser does not support the video element.

କଟକ ପୌରାଞ୍ଚଳ: କଟକ ସଦର ଥାନା ଅନ୍ତର୍ଗତ କାଠଯୋଡି ସେତୁ ନିକଟରେ ଗୁରୁବାର ଟ୍ରକ୍ ଦୁର୍ଘଟଣାରେ ଦମ୍ପତିଙ୍କ ମୃତ୍ୟୁ

Cuttack M Corp PS, Cuttack | Aug 21, 2025
ଗୁରୁବାର ରାତି ୯ଟାରେ କଟକ ସଦର ଥାନା ଅଞ୍ଚଳରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି, ବାଇକ ରେ ଯାଉଥିବା ଦମ୍ପତିଙ୍କ ଉପରେ ଏକ ଟ୍ରକ କାଠଯୋଡି ସେତୁ ନିକଟରେ ଚଢ଼ିଯାଇଥିଲ, ଫଳରେ ଘଟଣା ସ୍ଥଳରେ ଦମ୍ପତିଙ୍କ ମୃତ୍ୟୁ ଘଟିଛି, ଏହାକୁ ନେଇ ଦିର୍ଘସମୟ ଧରି ଉତ୍ତେଜନା ପ୍ରକାଶ ପାଇଥିଲା। ପୋଲିସ ପରିସ୍ଥିତିକୁ ନିୟନ୍ତ୍ରଣ କରିଛି
Read More News
T & CPrivacy PolicyContact Us