Download Now Banner

This browser does not support the video element.

ବରଗଡ: ବରଗଡ ବିଧାୟକ କଳାପାଣି ଗ୍ରାମରେ ରାସ୍ତା କଂକ୍ରିଟ କରଣ ଓ ଡ୍ରେନ ନିର୍ମାଣ କାର୍ଯ୍ୟର କଲେ ଉଦଘାଟନ

Bargarh, Bargarh (Baragarh) | Sep 12, 2025
ବରଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଳାପାଣି ଗ୍ରାମରେ ରାସ୍ତା କଂକ୍ରିଟ କରଣ ଓ ଡ୍ରେନ ନିର୍ମାଣ କାର୍ଯ୍ୟର ଉଦଘାଟନ କଲେ ବରଗଡ଼ ବିଧାୟକ ଶ୍ରୀ ଅଶ୍ୱିନୀ ଷଡ଼ଙ୍ଗୀ | ଶୁକ୍ରବାର ସନ୍ଧ୍ୟା ୭ ଘଣ୍ଟା ସମୟରେ ବରଗଡ଼ ବିଧାୟକ ଶ୍ରୀ ଅଶ୍ୱିନୀ ଷଡ଼ଙ୍ଗୀଙ୍କ କରକମଳରେ କଳାପାଣି ଗ୍ରାମରେ ରାସ୍ତା କଂକ୍ରିଟ କରଣ ଓ ଡ୍ରେନ ନିର୍ମାଣ କାର୍ଯ୍ୟର ଉଦଘାଟନ ହୋଇଯାଇଛି | ଏହି ଅବସରରେ କଳାପାଣି ଗ୍ରାମର ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ | ଦୀର୍ଘ ଦିନ ଧରି ରାସ୍ତା ଓ ଡ୍ରେନର ସମସ୍ୟା ରହିଥିବା ବେଳେ ଆଜି ଉଦଘାଟନ ହୋଇଯାଇଛି ।
Read More News
T & CPrivacy PolicyContact Us