Download Now Banner

This browser does not support the video element.

ବଲାଙ୍ଗୀର: ସିନ୍ଦୂରମୁଣ୍ଡା ଗ୍ରାମରେ ଜୈବିକ ଖତ ଉତ୍ପାଦନ ଓ ବିକ୍ରୟ କେନ୍ଦ୍ର ଉଦ୍ଘାଟିତ

Balangir, Balangir | Aug 23, 2025
ଜୈବିକ ଖତ ଉତ୍ପାଦନ ଓ ବିକ୍ରୟ କେନ୍ଦ୍ର ଉଦ୍ଘାଟିତ । ଗୁଡଭେଲା ବ୍ଲକ ଅନ୍ତର୍ଗତ ସିନ୍ଦୁରମୁଣ୍ଡା ଗ୍ରାମର ସରକାରୀ ଉପ୍ରା ବିଦ୍ୟାଳୟ ପରିସରରେ ମା' ସିକେରପାଟ ଉତ୍ପାଦକ ଗୋଷ୍ଠୀ ଦ୍ବାରା ଆୟୋଜିତ ଏବଂ ଫାଉଣ୍ଡେସନ ଫର୍ ଇକୋଲୋଜିକାଲ୍ ସିକ୍ୟୁରିଟିର ସହଯୋଗୀତା ଏକ ଜୈବିକ ଖତ ଉତ୍ପାଦନ ଓ ବିକ୍ରୟ କେନ୍ଦ୍ର ଉଦ୍ଘାଟିତ ହୋଇଯାଇଛି ।
Read More News
T & CPrivacy PolicyContact Us