This browser does not support the video element.
ବୀରମହାରାଜପୁର: କୁମାରକେଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ମନ୍ତ୍ରୀ ପୋଷଣ କାର୍ଯ୍ୟକ୍ରମର ସମୀକ୍ଷା ବୈଠକ , ଯୋଗଦେଲେ ଜିଲ୍ଲା ସାମାଜିକ ସମୀକ୍ଷକ
Biramaharajpur, Subarnapur (Sonepur) | Sep 10, 2025
ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କୁମାରକେଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଆଜି ଅପରାହ୍ନ 2ଟା 30 ମିନିଟ ସମୟରେ ପ୍ରଧାନ ମନ୍ତ୍ରୀ ପୋଷଣ କାର୍ଯ୍ୟକ୍ରମର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି l ଓଡିଶା ରାଜ୍ୟ ସାମାଜିକ ସମୀକ୍ଷା, ଉତ୍ତରଦାୟିତ୍ୱ ଓ ସ୍ୱଚ୍ଛତା ସମିତି ତଥା ଜିଲ୍ଲାପରିଷଦ ସୁବର୍ଣ୍ଣପୁର ତରଫରୁ ଆୟୋଜିତ ଏହି। ବୈଠକ୍କୁ ଜିଲ୍ଲା ସାମାଜିକ ସମୀକ୍ଷକ ହୃଷିକେଶ ମହାକୁଡ଼, ସୋନପୁର ବ୍ଲକ ସାମାଜିକ ସମୀକ୍ଷକ ସୁଦାମ ଗାଈଗରୀଆ ଯୋଗ ଦେଇ ପ୍ରଧାନମନ୍ତ୍ରୀ ପୋଷଣ କାର୍ଯ୍ୟକ୍ରମ ଅନ୍ତର୍ଗତ ଶିଶୁ ମାନଙ୍କୁ ପ୍ରଦାନ କରାଯାଉଥିବା ମାଧ୍ୟାନ୍ନ ଭୋଜନ ଯୋଜନା ରେ ବ୍ୟବହୃତ ନଥିପତ୍