Download Now Banner

This browser does not support the video element.

ଛତ୍ରପୁର: ପୋଲିସ ଏସ୍ ଆଇ ପରୀକ୍ଷା ଜାଲିଆତି ଘଟଣା, ବ୍ରହ୍ମପୁରରେ ପହଞ୍ଚିଲେ ଏଡିଜିକଂ ସହ ୫ ଜଣିଆ କ୍ରାଇମବ୍ରାଞ୍ଚ୍‌ ଟିମ୍‌

Chhatrapur, Ganjam | Sep 30, 2025
ପୋଲିସ ଏସ୍ ଆଇ ପରୀକ୍ଷା ଜାଲିଆତି ଓ ପରେ ବାତିଲ୍ ଘଟଣାର ତଦନ୍ତ ପାଇଁ ବ୍ରହ୍ମପୁରରେ କ୍ରାଇମବ୍ରାଞ୍ଚ୍‌ ଏଡିଜିକଂ ସହ ୫ ଜଣିଆ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିବା ସୂଚନା ମିଳିଛି। ମଂଗଳବାର ଅପରାହ୍ନରେ ଟିମ୍ ପହଞ୍ଚି ପ୍ରାଥମିକ ଅନୁସନ୍ଧାନ ଆରମ୍ଭ କରିଛି।
Read More News
T & CPrivacy PolicyContact Us