Download Now Banner

This browser does not support the video element.

ବୌଦ୍ଧ ସଦର: କାଦପଡା ଗ୍ରାମ ନିକଟରେ ବାଇକ ଦୁର୍ଘଟଣା, ଚାଳକ ଆହତ

Baudh Sadar, Boudh (Bauda) | Apr 5, 2024
ଆଜି କାଦପଡା ଗ୍ରାମ ନିକଟରେ ଭାରସାମ୍ୟ ହରାଇ ଏକ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ବାଇକ ଚାଳକ ଆହତ ହୋଇଛନ୍ତି। ଆଠମଲ୍ଲିକ ଗ୍ରାମର ମଦନ ପ୍ରଧାନ ବୌଦ୍ଧରୁ କାମ ସାରି ଘରକୁ ଫେରୁଥିବା ସମୟରେ କାଦପଡା ଗ୍ରାମ ନିକଟରେ କୁକୁର ଦୌଡି ଆସିବାରୁ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ।
Read More News
T & CPrivacy PolicyContact Us