Download Now Banner

This browser does not support the video element.

କବିସୂର୍ଯ୍ୟନଗର: ବେଗୁନିଆପଡା ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

Kabisuryanagar, Ganjam | Aug 25, 2025
ବେଗୁନିଆପଡା ବ୍ଲକରେ ସୋମବାର ଦିନ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତିଭାସନଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା । ବେଗୁନିଆପଡା ବ୍ଲକରେ ସ୍ଥାୟୀ ବିଡ଼ିଓ ନିଯୁକ୍ତି, ଅଙ୍ଗାରଗାଁ ଅଂଚଳ ରେ ଫାଣ୍ଡି କରାଯିବା, ମଠ ସରସିଂ ସେବା ସମବାୟ ସମିତି ସମ୍ପାଦକଙ୍କ ଦୃବ୍ୟବହାର, ମୁଖ୍ୟମନ୍ତ୍ରୀ ବସ ସେବା ଯୋଗାଇବା, ନୂତନ ଭତ୍ତା, ରାସନ କାର୍ଡ, ଆବାସ ଗୃହ ଯୋଗାଣ, ମନରେଗା, ଆଦି ବିଷୟରେ ପ୍ରାୟ ତିନି ସହ ଅଭିଯୋଗ ଆସିଥିଲା । ରେଡକ୍ରସରୁ ଚାରି ଜଣଙ୍କୁ 22500 ଟଙ୍କା ପ୍ରଦାନ କରାଯାଇଥିବା ବେଳେ 7 ଜଣଙ୍କୁ ସାମାଜିକ ସୁରକ୍ଷା ଭତ୍ତା ପ୍ରଦାନ କରିଥିଲେ ଜିଲ୍ଲାପାଳ ।
Read More News
T & CPrivacy PolicyContact Us