Install App
arunkshadangi40
This browser does not support the video element.
ଫୁଲବାଣୀ ସହର: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଗଣେଶ ପୂଜା ଭଷାଣି ରେ ଜଣେ ନାବାଳିକା କୁ ଦୁଷ୍କର୍ମ ଅଭିଯୋଗ ଅଭିଯୁକ୍ତ ଗିରଫ
Phulabani Town, Kandhamal | Sep 9, 2025
କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଗଣେଶ ପୂଜା ଭଷାଣି ରେ ଜଣେ ନାବାଳିକା କୁ କାର ଭିତରେଜୋର ଜବରଦସ୍ତ ଟେକି ନେଇ ଦୁଷ୍କର୍ମ ଘଟଣାରେ ଦାରିଙ୍ଗବାଦଡ଼ି ଥାନା ପୋଲିସ ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତ ପ୍ରଧାନ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଉପଖଣ୍ଡ ପୋଲିସ ଅଧିକାରୀ.
Share
Read More News
T & C
Privacy Policy
Contact Us
Your browser does not support JavaScript!