Download Now Banner

This browser does not support the video element.

ବାଲେଶ୍ବର ମ୍ୟୁନିସିପାଲଟି: ମିଶନ ପଡିଆ ଠାରେ ଯୁବ ଶକ୍ତି ସଂଗଠନ ପକ୍ଷରୁ ଭୋକିଲା ଙ୍କୁ ଖାଦ୍ୟ ବଣ୍ଟନ,ଯୋଗ ଦେଲେ ଶାସକ ଦଳ ଉପମୁଖ୍ୟ ସଚେତକ

Baleshwar M, Balasore | Aug 26, 2025
ବାଲେଶ୍ଵର ଜିଲ୍ଲାର ଅଗ୍ରଣୀ ସଂଗଠନ ଯୁବ ଶକ୍ତି ପକ୍ଷରୁ ଅଭିନବ ପ୍ରୟାସ।ଭୋକିଲା ଙ୍କୁ ଅନ୍ନପୂର୍ଣ୍ଣା ଯୋଜନା ରେ ଏକ ଟଙ୍କାରେ ଖାଦ୍ୟ ବଣ୍ଟନ ର ଆଜି ମିଶନ ପଡିଆ ଠାରେ ଦିନ ୧୨ ଟା ସମୟରେ ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ ଶାସକ ଦଳ ଉପମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ,ଯୁବ ନେତା ବିକ୍ରମ ପଣ୍ଡା ପ୍ରମୁଖ ଯୋଗଦେଇ ଖାଦ୍ୟ ବଣ୍ଟନ କରିବା ସହ ଏଭଳି କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ।ଏହି ଯୋଜନା ପ୍ରତ୍ୟେକ ଶେଷ ସୋମବାର ଭୋକିଲା ଙ୍କୁ ଏକ ଟଙ୍କାରେ ପେଟପୁରା ଖାଦ୍ୟ ବଣ୍ଟନ କରାଯିବ ବୋଲି ସଂଗଠନ ପକ୍ଷରୁ ସୂଚନା ଦେଇଛନ୍ତି।
Read More News
T & CPrivacy PolicyContact Us