Download Now Banner

This browser does not support the video element.

ମାଲକାନଗିରି: ତୁମକିମାଡକା ଗ୍ରାମରେ ଜଣେ ୪ ମାସର ଶିଶୁ କନ୍ୟା ଟୀକା ନେବାରୁ ମୃତ୍ୟୁ ବରଣ କରିଥିବା ଅଭିଯୋଗ, ଖଣ୍ଡନ କଲେ ବ୍ଲକ ସ୍ୱାସ୍ଥ୍ୟ ଅଧିକାରୀ

Malkangiri, Malkangiri | Sep 11, 2025
ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ତୁମକିମାଡକା ଗ୍ରାମରେ ଜଣେ ୪ ମାସର ଶିଶୁ କନ୍ୟା ଟୀକା ନେବାରୁ ମୃତ୍ୟୁ ବରଣ କରିଥିବା ନେଇ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ଶିଶୁ କନ୍ୟାର ଦେହ ଅସୁସ୍ତ ଥିବା ବେଳେ ସ୍ୱାସ୍ଥ୍ୟ କେନ୍ଦ୍ରକୂ ନେବା ରାସ୍ତାରେ ଶିଶୁ କନ୍ୟାର ମୃତ୍ୟୁ ଜୋଇଟ ଅପର ପକ୍ଷରେ ଏହି ଘଟଣାକୁ ଖଣ୍ଡନ କରିଛନ୍ତି କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଦିନବନ୍ଧୁ ମହାନନ୍ଦ ।
Read More News
T & CPrivacy PolicyContact Us