Download Now Banner

This browser does not support the video element.

ସୋନପୁର: ସହରରେ ପ୍ରବଳ ବର୍ଷା ସାଙ୍ଗକୁ ବିଜୁଳି ଘଡଘଡି ଲାଗି ରହିଛି।

Sonapur, Subarnapur (Sonepur) | Aug 27, 2025
ଫିକା ପଡିବକି ନୂଆଁଖାଇ ସକାଳ ପାଇଲେ ପଶ୍ଚିମ ଓଡ଼ିଶା ଗଣ ପର୍ବ ନୂଆଁଖାଇ।ଚଳ ଚଞ୍ଚଳ ସାରା ସୁବର୍ଣ୍ଣପୁର ସହର।ହେଲେ ଆଜି ସଂଧ୍ୟା ୬ଟା ରୁ ସୁବର୍ଣ୍ଣପୁର ସହରରେ ପ୍ରବଳ ବର୍ଷା ସାଙ୍ଗକୁ ବିଜୁଳି ଘଡଘଡି ଲାଗି ରହିଛି।ସହରରେ ଦୀର୍ଘ ସମୟ ହେବ ବିଦ୍ୟୁତ ସରାବରହ ବନ୍ଦ ରହିଛି।ଅନ୍ୟ ପେଟ ବର୍ଷା ଲାଗି ରହିଥିଵାରୁ ବଜାରକୁ ଯାଇ ପାରୁ ନହାଁନ୍ତି ଲୋକେ।
Read More News
T & CPrivacy PolicyContact Us