Install App
tirtol.gaurang
This browser does not support the video element.
ତିର୍ତ୍ତୋଲ: ତାଳପଡାରେ ଭଡ଼ାଘରେ ରହୁଥିବା ନୋକେଇପୁର ଅଞ୍ଚଳର ମହିଳାଙ୍କୁ ବରୁଣ୍ଡି ଗ୍ରାମର ଜଣେ ଯୁବକ ନେଇ କଟକରେ ଛାଡ଼ି ଦେଇଥିବା ଅଭିଯୋଗ
Tirtol, Jagatsinghpur | Apr 24, 2024
ତିର୍ତ୍ତୋଲ ଥାନା ତାଳପଡା ଗ୍ରାମରେ ଭଡାଘରେ ରହୁଥିବା ନୋକେଇପୁର ଅଞ୍ଚଳର ଜଣେ ମହିଳାଙ୍କୁ ସ୍ଥାନୀୟ ବୁରୁଣ୍ଡି ଗ୍ରାମର ଜଣେ ଯୁବକ ଭୁଲାଇ ନେଇ କଟକରେ ଛାଡ଼ିଦେଇଥିଲେ। ମହିଳା ଜଣଙ୍କ ଅନ୍ୟ ସହଯୋଗରେ ଭଡ଼ାଘରକୁ ଫେରିଥିଲେ। ଏହି ଘଟଣା ସମ୍ପର୍କରେ ସେ ଥାନାରେ ଅଭିଯୋଗ କରି ଯୁବକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି।
Share
Read More News
T & C
Privacy Policy
Contact Us
Your browser does not support JavaScript!