Download Now Banner

This browser does not support the video element.

ଝାରସୁଗୁଡା: କଳିକା କେନ୍ଦ୍ର ପରିଦର୍ଶନ କଲେ ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗର ସଚିବ

Jharsuguda, Jharsuguda | Aug 21, 2025
ଝାରସୁଗୁଡା ଜିଲ୍ଲା ପରିଦର୍ଶନର ଦ୍ଵିତୀୟ ଦିବସରେ ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗର ସଚିବ ଗୁହା ପୁନମ ତାପସ କୁମାର ଆଜି ଅପରାହ୍ନ ସାଢେ ତିନିଟା ସମୟରେ ଜିଲ୍ଲା କାର୍ଯ୍ୟାଳୟ ଠାରେ ଥିବା କଳିକା କେନ୍ଦ୍ର ପରିଦର୍ଶନ କରିଛନ୍ତି। କଳିକା କେନ୍ଦ୍ର ପରିଦର୍ଶନ କରି ଏଠାରେ ରହିଥିବା ସୁବିଧା ଆଦିକୁ ନିରୀକ୍ଷଣ କରିଥିଲେ। ଏଥିରେ ମହିଳା ମାନଙ୍କ ପାଇଁ ରହିଥିବା ସୁବିଧା ଓ ଶିଶୁ ମାନଙ୍କ ପାଇଁ ରହିଥିବା ବ୍ୟବସ୍ଥା ଆଦିକୁ ସଚିବ ପରିଦର୍ଶନ କରିଥିଲେ। ଏହି ସମୟରେ ଝାରସୁଗୁଡା ଜିଲ୍ଲାପାଳ କୁନାଲ ମୋତିରାମ ଚୌହାଣ, ଆଇ.ଏ.ଏସ. ପ୍ରୋବେସନର, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଓ ଅନ୍ୟାନ୍ୟ ଅଧିକାରୀ
Read More News
T & CPrivacy PolicyContact Us