Download Now Banner

This browser does not support the video element.

ଭଞ୍ଜନଗର: ଗଂଜାମ ଜିଲ୍ଲା ଭଂଜନଗର ବ୍ଲକ ଅଂଚଳର ଉପାନ୍ତ ଇଲାକାରେ ଛତୁଅ। ବଣ୍ଟନରେ ଅନିମୟତା ଅଭିଯୋଗ । ଅଭିଯୋଗ କରିଲେ କଂଗ୍ରେସ ନେତା ।

Bhanjanagar, Ganjam | Sep 4, 2025
ଗଂଜାମ ଜିଲ୍ଲା ଭଂଜନଗର ବ୍ଲକ ଅଂଚଳର ଉପାନ୍ତ ଇଲାକାରେ ଛତୁଅ। ବଣ୍ଟନରେ ଅନିମୟତା ଅଭିଯୋଗ । ଅଭିଯୋଗ କରିଲେ କଂଗ୍ରେସ ନେତା । ଗଲା ବହୁ ବର୍ଷ କିଛି ବ୍ୟକ୍ତିଙ୍କ ହାତରେ ଛତୁଅ। ବଣ୍ଟନ ଦାୟିତ୍ଵ ରହିଥିବା ବେଳେ ଭଂଜନଗର ବ୍ଲକର ବହୁ ଉପାନ୍ତ ଇଲାକାରେ ସଠିକ ସମୟରେ ଛତୁଅ। ବଣ୍ଟନ ହେଉନଥିବା ଅଭିଯୋଗ ହୋଇଛି । ଏମିତି ଏ ନେଇ ବହୁବାର ଅଭିଯୋଗ କରିଲେ ମଧ୍ୟ କେହି ସୁଣୁନଥିବା ବେଳେ ଅ।ଜି ଦିନ 11 ଘଣ୍ଟ ସମୟରେ କଂଗ୍ରେସ ନେତା କଣ ଅଭିଯୋଗ କରିଛନ୍ତି ଟିକିଏ ସୁଣନ୍ତୁ ।
Read More News
T & CPrivacy PolicyContact Us