Download Now Banner

This browser does not support the video element.

ଛତ୍ରପୁର: ପାଟପୁର ଥାନା ଅଂଚଳରେ ୪ ବର୍ଷର ନାବାଳିକାଙ୍କୁ ବଳାତ୍କାର ଓ ହତ୍ୟା ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ, ଛତ୍ରପୁର ଠାରେ ପ୍ରତିକ୍ରିୟା ରଖିଲେ ଏସପି

Chhatrapur, Ganjam | Aug 25, 2025
ପାଟପୁର ଥାନା ଅଞ୍ଚଳରେ ୫ ବର୍ଷ ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ବ୍ରହ୍ମପୁର ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ଜର୍ଜ୍ ପ୍ରଣତୀ ପଟ୍ଟନାୟକ ସମ୍ପୃକ୍ତ ଅଭିଯୁକ୍ତକୁ ଆଜୀବନ ଜେଲ ଦଣ୍ଡାଦେଶରେ ଦଣ୍ଡିତ କରିଛନ୍ତି । ଅଭିଯୁକ୍ତ ଜଣକ ହେଲେ କାଳିଆ ନାହାକ ଓରଫ ଷଣ୍ଡ କାଳିଆ ।ସୋମବାର ଅପରାହ୍ନରେ ଛତ୍ରପୁର ସ୍ଥିତ ଏସପିଙ୍କ କାର୍ଯ୍ୟାଳୟରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଏସପି ଶୁଭେନ୍ଦୁ କୁମାର ପାତ୍ର ।
Read More News
T & CPrivacy PolicyContact Us