Download Now Banner

This browser does not support the video element.

ଫୁଲବାଣୀ ସହର: ବାଇକ୍ ସ୍କୁଟି ମୁହାଁମୁହିଁ ଧକ୍କା ଦୁଇ ଗୁରୁତର । ସ୍କୁଟି ଚାଳକ ବ୍ରହ୍ମପୁର ସ୍ଥାନାନ୍ତରିତ .ଘଟଣା ଘଟିଛି ରାଇକିଆ ଥାନା ବେରେଡାକିଆ ଛକ ରେ

Phulabani Town, Kandhamal | Sep 10, 2025
ବାଇକ୍ ସ୍କୁଟି ମୁହାଁମୁହିଁ ଧକ୍କା ଦୁଇ ଗୁରୁତର । ସ୍କୁଟି ଚାଳକ ବ୍ରହ୍ମପୁର ସ୍ଥାନାନ୍ତରିତ .ଘଟଣା ଘଟିଛି ରାଇକିଆ ଥାନା ଅନ୍ତର୍ଗତ ବେରେଡାକିଆ ଛକରେ ପୋଲସର ବାଇକରେ ରାଇକିଆ ଠାରୁ ଦାରିଙ୍ଗବାଡି ଯାଇଥିବା ବେଳେ ଅପର ପାର୍ଶ୍ଵ ରୁ ସ୍କୁଟି ରେ ବେରେଡାକିଆ ଠାରୁ ରାଇକିଆ ଆସୁଥିବା ବେଳେ ବାଇକ୍ ସ୍କୁଟି ମୁହାଁମୁହିଁ ଧକ୍କା ହୋଇଥିଲା.
Read More News
T & CPrivacy PolicyContact Us