This browser does not support the video element.
ଜୟପୁର: ଜୟପୁର ବ୍ଲକ କୁମୁଲିପୁଟ ଲ୍ୟାମ୍ପ ଠାରେ ଚାଷୀ ମାନେ ୟୁରିଆ ସାର ପାଇଁ ପ୍ରବଳ ହୋ ହାଲ୍ଲା
Jeypore, Koraput | Aug 22, 2025
ଜୟପୁର ବ୍ଲକ କୁମୁଲିପୁଟ ଲ୍ୟାମ୍ପ ଠାରେ ଚାଷୀ ମାନେ ୟୁରିଆ ସାର ପାଇଁ ପ୍ରବଳ ହୋ ହାଲ୍ଲା କରିଥିବା ଲକ୍ଷ୍ୟ କରାଯାଇଛି । ଏ ହେଉଛି ସଂନ୍ଧ୍ୟା 7ତର ଦୃଶ୍ୟ ଜିଲ୍ଲାର ଟ୍ରେନ ଯୋଗେ ବରାଦ ଅନୁଯାୟୀ ସାର ଆସିଥିଲେ ସୁଦ୍ଧା ଚାଷୀ ମାନଙ୍କୁ ପ୍ରଦାନ କରାଯାଉ ନାହିଁ । ଫଳରେ ଚାଷୀ ମାନେ ଆଗାମୀ ଖରୀଫ ଧାନ ଚାଷ ପାଇଁ ୟୁରିଆ ସାର ନେବା ଆଶାରେ ଲ୍ୟାମ୍ପ ଠାରେ ପହଞ୍ଚି ଥିଲେ । କିନ୍ତୁ ସେମାନଙ୍କ ଖରୀଫ ଧାନ ଚାଷ ପାଇଁ ଆବଶ୍ୟକ କରୁଥିବା ୟୁରିଆ ସାର ମିଳୁନଥିବା ଚାଷୀ ଅଭିଯୋଗ କରିଛନ୍ତି ।