This browser does not support the video element.
ଅତାବିରା: ଝରାପାଲି ମାର୍କେଟରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର
Attabira, Bargarh (Baragarh) | Sep 7, 2025
ବରଗଡ ଜିଲ୍ଲା ଭେଡେନ ବ୍ଲକ ଝରାପାଲି ମାର୍କେଟ ଥୁଆପାଲି ଲାୟନ୍ସ କ୍ଲବ, ଲିଓ କ୍ଲବ ଓ ତ୍ରିଲୋଚନ ନେତ୍ରାଲୟ ସଂବଲପୁର ର ମିଳିତ ସହଯୋଗରେ ମାଗଣାରେ ଗରିବ ଲୋକଙ୍କ ପାଇଁ ଚକ୍ଷୁ ଚିକିତ୍ସା ଓ ମଧୁମେହ ରୋଗୀଙ୍କ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଲାୟନ୍ସ କ୍ଲବର ସଭାପତି ଲାୟନ୍ସ ଅକ୍ଷୟ ପଧାନ ଉଦଘାଟନ କରିଥିଲେ। ଏଥିରେ ୧୩୮ଜଣ ଚକ୍ଷୁ ପରୀକ୍ଷା, ୧୦୦ଜଣ କଂର ମଧୁମେହ ରୋଗୀଙ୍କ ପରୀକ୍ଷା କରାଯାଇଥିଲା।